Posts

Showing posts from December, 2023

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

Image
ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଓଡ଼ିଆ ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ  👇Click Link https://skand-puran.blogspot.com/2025/04/UtkalKhanda.html ଶ୍ରୀଜଗନ୍ନାଥ ପଞ୍ଚରାତ୍ର ସଂସ୍କୃତ 👇  click Link https://skand-puran.blogspot.com/2024/11/SkandPuranA01.html ଉପାର୍ଜନ ମାଧ୍ୟମ ହେବ ସମିତି ସହ ଯୋଡି ହୋଇ  Akam Asharam Seva Samiti   https://akem-asharam-seva-samiti.blogspot.com/2026/02/001.html https://skand-puran.blogspot.com/2025/04/utkalkhanda01.html https://whatsapp.com/channel/0029VbBXNb87IUYR3cU7lS0p https://gita-swadhyaya.blogspot.com/2024/01/Gita-Swadhyaya.html ଜୟଦେବକୃତଂ ଗୀତଗୋବିନ୍ଦଂ (ଅଷ୍ଟପଦୀ)   चतुःश्लोकी भागवत                   अहमेबासमेबाग्रे नान्यत्‌ यत्‌  सदसत्‌ ।  पश्चादहं यदेतच्च योऽबशिष्येत सोऽस्म्यहम्‌ ॥  ऋतेऽर्थँ यत्‌ प्रतीयेत न प्रतीयेत चात्मनि ।  तद्‌बिद्यादात्मनो मायां यथाऽऽभासो यथा तमः ॥  यथा महान्ति भूतानि भूतेषूच्चाबचेष्वनु ।  प्रबिष्टान्यप्रबिष्टनि तथा तेषु न तेष्वहम्‌ ॥  एतावदेब जिज्ञास्यं तत्त्वज...

କେବଳ ନେପାଳ ରାଜାଙ୍କୁ ରତ୍ନସିଂହାସନରେ ମହାପ୍ରଭୁଙ୍କ ଆଳତୀର ଅଧିକାର କାହିଁକି ମିଳିଛି

 *କେବଳ ନେପାଳ ରାଜାଙ୍କୁ ରତ୍ନସିଂହାସନରେ ମହାପ୍ରଭୁଙ୍କ ଆଳତୀର ଅଧିକାର କାହିଁକି ମିଳିଛି* କେବଳ ନେପାଳ ରାଜାଙ୍କୁ ମହାପ୍ରଭୁଙ୍କର ରତ୍ନବେଦୀ ଉପରେ ଆଳତୀ କରିବାକୁ ଅନୁମତି ଦିଆଯାଇଛି । ଏହା କେବଳ ନେପାଳ ରାଜପରିବାରର ଅଧିକାର, ଏମିତିକି ମହାପ୍ରଭୁଙ୍କର ପ୍ରଥମ ସେବକ ଗଜପତି ମହାରାଜଙ୍କର ମଧ୍ୟ ରତ୍ନବେଦୀ ଉପରେ ଆଳତୀ କରିବାର ଅଧିକାର ନାହିଁ । ପରମ୍ପରା ଅନୁସାରେ କେବଳ ନେପାଳ ରାଜା ମହାପ୍ରଭୁଙ୍କ ଦର୍ଶନ ସମୟରେ ଇଚ୍ଛାପ୍ରକାଶ କଲେ ରତ୍ନବେଦୀ ଉପରେ ଚଢ଼ି ଶ୍ରୀବିଗ୍ରହମାନଙ୍କର ଆଳତୀ କରିପାରିବେ । ନେପାଳ ରାଜାଙ୍କୁ ମିଳିଥିବା ଏହି ସ୍ୱତନ୍ତ୍ର ଅଧିକାର ପଛରେ ରହିଛି ଶ୍ରୀ ଜଗନ୍ନାଥ ମନ୍ଦିରର ଇତିହାସ ଏବଂ ପରମ୍ପରା ଏବଂ ସମ୍ମାନ ପ୍ରଦାନର ମହନୀୟ ବିଚାର । ମାଦଳା ପାଞ୍ଜି ଅନୁସାରେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ପ୍ରଥମ ଆକ୍ରମଣ କରିଥିଲା ଯବନ ରକ୍ତବାହୁ । ସେ ତତ୍କାଳୀନ ପୁରୀ ରାଜା ଶୋଭନ କେଶରୀ ଦେବଙ୍କୁ ପରାସ୍ତ କରିଥିଲା । ସେ ସମୟରେ ଅଣହିନ୍ଦୁମାନେ କୌଣସି ହିନ୍ଦୁ ରାଷ୍ଟ୍ର ଉପରେ ବିଜୟ ପାଇବା ମାତ୍ରେ ସର୍ବପ୍ରଥମେ ଦେବାଦେବୀ ଓ ମନ୍ଦିରକୁ ନଷ୍ଟ କରିଦେଉଥିବାରୁ ଶ୍ରୀମନ୍ଦିର ଓ ତ୍ରମୂର୍ତ୍ତି ବିଗ୍ରହଙ୍କ ପ୍ରତି ବିପଦ ଅଛି ଜାଣି ସେବକମାନେ ମହାନଦୀ କୂଳବାଟେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ମୂର୍ତ୍ତିକୁ ମହାନଦୀ କୂଳବାଟେ ଅତି ଗୋପନରେ ସ୍ଥାନେସ୍ଥାନେ ଲୁକ୍କାୟିତ ଭାବରେ ରଖି ଶେଷରେ ସୋନପୁର ର...

ତୁଳସୀ ପୂଜନ ଦିବସ

Image
 ⭕‼️⭕ * ତୁଳସୀ ପୂଜନ ଦିବସ * ⭕‼️⭕ ଆଜି ତୁଳସୀ ପୂଜନ ଦିବସ । ମାଁ ତୁଳସୀ ଦେବୀଙ୍କର ଘରେ ଘରେ ପୂଜନ, ଅର୍ଚ୍ଚନା, ବନ୍ଦନା ଏହି ଦିବସରେ କରାଯାଏ।         ବିଷ୍ଣୁପ୍ରିୟା ସେ। ଘରେ ଘରେ ପୂଜିତା । ପବିତ୍ର ଏହାର ପତ୍ରରୁ ମୂର୍ତ୍ତିକା ପର୍ଯ୍ୟନ୍ତ । ମୂଳରେ ଏହାର ସବୁ ତୀର୍ଥ । ପୁଣି ପତ୍ରରେ ଦେବତା କରନ୍ତି ବାସ ।  ପୁରାଣରୁ ଆୟୁର୍ବେଦ, ମଣିଷର ଜନ୍ମରୁ ମୃତ୍ୟୁ ଯାଏଁ ସବୁଠି ଲୋଡ଼ା ତୁଳସୀ…. ”ୟନ୍‌ ମୂଳେ ସର୍ବ ତୀର୍ଥାନୀ ୟନ୍‌ ମଧ୍ୟେ ସର୍ବ ଦେବତା ୟଦାଗ୍ରେ ସର୍ବ ବେଦାଶ୍ଚ ତୁଳସୀ ତ୍ୱଂ ନମାମ୍ୟହମ୍‌ ।“🙏🌸 ତୁଳସୀର ମହିମା ଗାଇ ଭଗବାନ ଶିବ ନାରଦ କୁ କହୁଛନ୍ତି -  ପତ୍ରଂ ପୁଷ୍ପଂ ଫଳଂ ଶାଖା ତ୍ବକ୍ ସ୍କନ୍ଧଜ୍ଞିତମ୍।  ତୁଳସୀସମ୍ବବଂ ସର୍ବଂ ପାବନଂ ମୃତ୍ତିକାଦିକମ୍ ।।   ତୁଳସୀର ପତ୍ର,ଫୁଲ,ଫଲ,ଶାଖା,ଛଲି, ଗଣ୍ଡି ଓ ମାଟି ଆଦି ସବୁ ପବିତ୍ର ଅଟେ । -ପଦ୍ମ ପୁରାଣ କଳିଯୁଗରେ ତୁଳସୀ ପୂଜନ , କୀର୍ତ୍ତନ, ଭଜନ, ଧାରଣ କରିବା ଦ୍ୱାରା ସମସ୍ତ ପାପ ଭସ୍ମୀଭୂତ ହୁଏ ତଥା ମୋକ୍ଷ ପ୍ରାପ୍ତି ହୁଏ। ପ୍ରତିଦିନ ତୁଳସୀ ପତ୍ର ସେବନ କରିବା ଦ୍ଵାରା ସ୍ମରଣ ଶକ୍ତି ପ୍ରଖର ହୁଏ ତଥା ରୋଗ ପ୍ରତିରୋଧକ ଶକ୍ତି ବୄଦ୍ଧି ହୁଏ। ତୁଳସୀ ଗଛ  ଅଧିକ ରୁ ଅଧିକ ଘରେ ଲଗାଇବା ଦରକାର। ତୁଳସୀ ଦିନରେ ଏବଂ ରାତିରେ ମଧ୍ୟ ଅମ୍ଳଜାନ ଉସ୍ବର୍ଜନ କରେ। ତେଣୁ ପରିବେଶ ପ୍ରଦୂଷଣ ରୁ ରକ୍ଷ...

ବେଦବ୍ୟାସାଷ୍ଟୋତ୍ତରଶତନାମାବଲୀ

 ବେଦବ୍ୟାସାଷ୍ଟୋତ୍ତରଶତନାମାବଲୀ  ବ୍ୟାସାୟ ବିଷ୍ଣୁରୂପାୟ ବ୍ୟାସରୂପାୟ ବିଷ୍ଣବେ । ନମୋ ବୈ ବ୍ରହ୍ମନିଧୟେ ବାସିଷ୍ଠାୟ ନମୋ ନମଃ ॥ ଓଁ ବାସୁଦେବାୟ ନମଃ । ଓଁ ଜଗନ୍ନାଥାୟ ନମଃ । ଓଁ ପାରାଶର୍ୟାୟ ନମଃ । ଓଁ ତପୋଧନାୟ ନମଃ । ଓଁ ବେଦବେଦାଙ୍ଗତତ୍ତ୍ୱଜ୍ଞାୟ ନମଃ । ଓଁ ପୁରାଣପୁରୁଷୋତ୍ତମାୟ ନମଃ । ଓଁ ବେଦାଧାରାୟ ନମଃ । ଓଁ ବେଦଗମ୍ୟାୟ ନମଃ । ଓଁ ମୂଲବେଦବିଭାଜକାୟ ନମଃ । ଓଁ ଦିବ୍ୟଯୋଗାସନାରୂଢାୟ ନମଃ । ୧୦ ଓଁ ଯୋଗପଟ୍ଟଲସତ୍କଟୟେ ନମଃ । ଓଁ ଶ୍ରୀମତେ ନମଃ । ଓଁ କୋଟିମନ୍ମଥସୁନ୍ଦରାୟ ନମଃ । ଓଁ ପୁରାଣାର୍ଷୟେ ନମଃ । ଓଁ ପୁଣ୍ୟର୍ଷୟେ ନମଃ । ଓଁ ପ୍ରଦ୍ୟୁମ୍ନାୟ ନମଃ । ଓଁ ବରଦାୟକାୟ ନମଃ । ଓଁ ଅନନ୍ତବୀର୍ୟାୟ ନମଃ । ଓଁ ଅନନ୍ତଶ୍ରିୟେ ନମଃ । ଓଁ ଅନନ୍ତାଙ୍ଗଶୟାୟ ନମଃ । ୨୦ ଓଁ ବିଭବେ ନମଃ । ଓଁ ଅନନ୍ତାଦିତ୍ୟସଙ୍କାଶାୟ ନମଃ । ଓଁ ଅନନ୍ତଶୀର୍ଷାୟ ନମଃ । ଓଁ ସ୍ୱଭାବୟୁଜେ ନମଃ । ଓଁ ଅନିରୁଦ୍ଧାୟ ନମଃ । ଓଁ ଲୋକଭର୍ତ୍ରେ ନମଃ । ଓଁ ଲୋକାତୀତାୟ ନମଃ । ଓଁ ସତାଂ ଗୁରବେ ନମଃ । ଓଁ ବିଶ୍ୱୟୋନୟେ ନମଃ । ଓଁ ବିଶ୍ୱରୂପାୟ ନମଃ । ୩୦ ଓଁ ବିଶ୍ୱଚେଷ୍ଟାପ୍ରଦାୟକାୟ ନମଃ । ଓଁ ପ୍ରଭବେ ନମଃ । ଓଁ ସଙ୍କର୍ଷଣାୟ ନମଃ । ଓଁ ସୁରାନନ୍ଦାୟ ନମଃ । ଓଁ କମଲାପତୟେ ନମଃ । ଓଁ ଅଚ୍ୟୁତାୟ ନମଃ । ଓଁ ନାରାୟଣାୟ ନମଃ । ଓଁ ହରୟେ ନମଃ । ଓଁ କୃଷ୍ଣାୟ ନମଃ । ଓଁ କେଶବାୟ ନମଃ । ୪୦ ଓଁ କେଶିସୂଦନାୟ ନମଃ । ଓଁ ମହାଧନାୟ ନମଃ । ଓଁ ...

ଶ୍ରୀପୁରୁଷୋତ୍ତମସହସ୍ରନାମସ୍ତୋତ୍ରମ୍

ଶ୍ରୀପୁରୁଷୋତ୍ତମସହସ୍ରନାମସ୍ତୋତ୍ରମ୍       ବିନିୟୋଗଃ ପୁରାଣପୁରୁଷୋ ବିଷ୍ଣୁଃ ପୁରୁଷୋତ୍ତମ ଉଚ୍ୟତେ । ନାମ୍ନାଂ ସହସ୍ରଂ ବକ୍ଷ୍ୟାମି ତସ୍ୟ ଭାଗବତୋଦ୍ଧୃତମ୍ ॥ ୧॥ ଯସ୍ୟ ପ୍ରସାଦାଦ୍ୱାଗୀଶାଃ ପ୍ରଜେଶା ବିଭବୋନ୍ନତାଃ । କ୍ଷୁଦ୍ରା ଅପି ଭବନ୍ତ୍ୟାଶୁ ଶ୍ରୀକୃଷ୍ଣଂ ତଂ ନତୋଽସ୍ମ୍ୟହମ୍ ॥ ୨॥ ଅନନ୍ତା ଏବ କୃଷ୍ଣସ୍ୟ ଲୀଲା ନାମପ୍ରବର୍ତିକାଃ । ଉକ୍ତା ଭାଗବତେ ଗୂହାଃ ପ୍ରକଟା ଅପି କୁତ୍ରଚିତ୍ ॥ ୩॥ ଅତସ୍ତାନି ପ୍ରବକ୍ଷ୍ୟାମି ନାମାନି ମୁରବୈରିଣଃ । ସହସ୍ରଂ ଯୈସ୍ତୁ ପଠିତୈଃ ପଠିତଂ ସ୍ୟାଚ୍ଛୁକାମୃତମ୍ ॥ ୪॥ କୃଷ୍ଣନାମସହସ୍ରସ୍ୟ ଋଷିରଗ୍ନିର୍ନିରୂପିତଃ । ଗାୟତ୍ରୀ ଚ ତଥା ଛନ୍ଦୋ ଦେବତା ପୁରୁଷୋତ୍ତମଃ ॥ ୫॥ ବିନିୟୋଗଃ ସମସ୍ତେଷୁ ପୁରୁଷାର୍ଥେଷୁ ବୈ ମତଃ । ବୀଜଂ ଭକ୍ତପ୍ରିୟଃ ଶକ୍ତିଃ ସତ୍ୟବାଗୁଚ୍ୟତେ ହରିଃ ॥ ୬॥ ଭକ୍ତୋଦ୍ଧରଣୟତ୍ନସ୍ତୁ ମନ୍ତ୍ରୋଽତ୍ର ପରମୋ ମତଃ । ଅବତାରିତଭକ୍ତାଂଶଃ କୀଲକଂ ପରିକୀର୍ତିତମ୍ ॥ ୭॥ ଅସ୍ତ୍ରଂ ସର୍ୱସମର୍ଥଶ୍ଚ ଗୋବିନ୍ଦଃ କବଚଂ ମତମ୍ । ପୁରୁଷୋ ଧ୍ୟାନମତ୍ରୋକ୍ତଃ ସିଦ୍ଧିଃ ଶରଣସଂସ୍ମୃତିଃ ॥ ୮॥      ଅଧିକାରଲୀଲା ଶ୍ରୀକୃଷ୍ଣଃ ସଚ୍ଚିଦାନନ୍ଦୋ ନିତ୍ୟଲୀଲାବିନୋଦକୃତ୍ । ସର୍ୱାଗମବିନୋଦୀ ଚ ଲକ୍ଷ୍ମୀଶଃ ପୁରୁଷୋତ୍ତମଃ ॥ ୯॥ ଆଦିକାଲଃ ସର୍ୱକାଲଃ କାଲାତ୍ମା ମାୟଯାବୃତଃ । ଭକ୍ତୋଦ୍ଧାରପ୍ରୟତ୍ନାତ୍ମା ଜଗତ୍କର୍ତା ଜଗନ୍ମୟଃ ॥ ୧୦॥ ନାମଲୀଲାପରୋ ବିଷ୍ଣୁର୍ୱ୍ୟାସାତ...