ଚତୁଃଶ୍ଲୋକୀଭାଗବତମ୍
ଚତୁଃଶ୍ଲୋକୀଭାଗବତମ୍
ଶ୍ରୀଭଗବାନୁବାଚ ।
ଜ୍ଞାନଂ ପରମଗୁହ୍ୟଂ ମେ ଯଦ୍ୱିଜ୍ଞାନସମନ୍ୱିତମ୍ ।
ସରହସ୍ୟଂ ତଦଙ୍ଗଂ ଚ ଗୃହାଣ ଗଦିତଂ ମୟା ॥ ୧॥
ଯାବାନହଂ ଯଥାଭାବୋ ଯଦ୍ରୂପଗୁଣକର୍ମକଃ ।
ତଥୈବ ତତ୍ତ୍ୱବିଜ୍ଞାନମସ୍ତୁ ତେ ମଦନୁଗ୍ରହାତ୍ ॥ ୨॥
ଅହମେବାସମେବାଗ୍ରେ ନାନ୍ୟଦ୍ୟତ୍ସଦସତ୍ପରମ୍ ।
ପଶ୍ଚାଦହଂ ଯଦେତଚ୍ଚ ଯୋଽବଶିଷ୍ୟେତ ସୋଽସ୍ମ୍ୟହମ୍ ॥ ୩॥
ଋତେଽର୍ଥଂ ଯତ୍ପ୍ରତୀୟେତ ନ ପ୍ରତୀୟେତ ଚାତ୍ମନି ।
ତଦ୍ୱିଦ୍ୟାଦାତ୍ମନୋ ମାୟାଂ ଯଥାଽଽଭାସୋ ଯଥା ତମଃ ॥ ୪॥
ଯଥା ମହାନ୍ତି ଭୂତାନି ଭୂତେଷୂଚ୍ଚାବଚେଷ୍ୱନୁ ।
ପ୍ରବିଷ୍ଟାନ୍ୟପ୍ରବିଷ୍ଟାନି ତଥା ତେଷୁ ନ ତେଷ୍ୱହମ୍ ॥ ୫॥
ଏତାବଦେବ ଜିଜ୍ଞାସ୍ୟଂ ତତ୍ତ୍ୱଜିଜ୍ଞାସୁନାଽଽତ୍ମନଃ ।
ଅନ୍ୱୟବ୍ୟତିରେକାଭ୍ୟାଂ ଯତ୍ସ୍ୟାତ୍ସର୍ୱତ୍ର ସର୍ୱଦା ॥ ୬॥
ଏତନ୍ମତଂ ସମାତିଷ୍ଠ ପରମେଣ ସମାଧିନା ।
ଭବାନ୍କଲ୍ପବିକଲ୍ପେଷୁ ନ ବିମୁହ୍ୟତି କର୍ହିଚିତ୍ ॥ ୭॥
॥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେଽଷ୍ଟାଦଶସାହସ୍ର୍ୟାଂ
ସଂହିତାୟାଂ ବୈୟସିକ୍ୟାଂ ଦ୍ୱିତୀୟସ୍କନ୍ଧେ ଭଗବଦ୍ବ୍ରହ୍ମସଂବାଦେ
ନବମାଧ୍ୟାୟାନ୍ତର୍ଗତଂ ଚତୁଃଶ୍ଲୋକୀଭାଗବତଂ ସମାପ୍ତମ୍ ॥
सक्षिप्त भागवतसृष्टिर अग्रे मुहिँ एक ।मो तहुँ प्रकाशे अनेक ॥सत असत पर मुहिँ ।जे अबशेष शेष रहि ॥एणु ए आदि मध्य अन्ते ।मो तहुँ अन्य के जगते ॥ 1 ॥अर्थकु छाड़ि जार बशे ।प्रतीत हुअइ आभासे ॥माया प्रकाश से प्रमाणे ।तम जेसने ज्योतिर्गणे ॥ 2 ॥जेमन्ते स्थूल सूक्ष्म भूते ।प्रबेश पञ्च महाभूते ॥छाड़ि पशन्ति पुण पुण ।मुँ माया शरीर तेसन ॥ 3 ॥आत्मा सर्बदा सर्बठावे ।अन्वय ब्यतिरेक भावे ॥एहा जाणन्ति तत्त्वज्ञानी ।माया संसारे अनुमानि ॥ 4 ॥
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
Video 1 https://youtu.be/tpy_VozP5Gw?si=gBq9CJeos-rvb8sq
Video 2 https://youtu.be/eVZVeZFr6eQ?si=YUlwj-fgulEmhAjz
Video 3 https://youtu.be/yeZnohVgBUU?si=RaTouppKUb8A9r2M
Video 4 https://youtu.be/XeN6E3CHwyg?si=AxP_har7Ure1SecG
Video 5 https://youtu.be/0kKy2WYf6Kk?si=IaYx7dTmNEpqj3fU
Video 6 https://youtu.be/u0uuieY-c20?si=dD4JB2MzkI5dXIi3
Video 7 https://youtu.be/12QjTvFxbQw?si=YEg-IJp_huMWQ9nK
ସ୍କନ୍ଦପୁରାଣ Pdf 👇odia
https://archive.org/details/skanda-purana-utkala-khanda-/page/%E0%AD%A7%E0%AD%AC%E0%AD%A9/mode/1ଉପ
Comments
Post a Comment