ଶ୍ରୀଜଗନ୍ନାଥଗୀତାମୃତମ୍ ୪
ଏହି ମୁରାରେ କୁଞ୍ଜବିହାରେ ଏହି ପ୍ରଣତଜନବନ୍ଧୋ ।
ହେ ମଧୁସୂଦନ ମୂରଲୀମୋହନ ମାଧବ କରୁଣାସିନ୍ଧୋ ॥ ଧ୍ରୁବପଦମ୍ ॥
ସମୁଦ୍ରତୀରେ ପୁରୀମନ୍ଦିରେ
ରାସଲୀଲା-ଧୁରନ୍ଧର
ବ୍ରହ୍ମଦାରୁ-ସୁମଧୁର ।
ଦର୍ଶନଂ ପ୍ରୟାଚେ ଜୟ ଜଗନ୍ନାଥ ଅହୋ କୃଷ୍ଣ ମନୋହର ॥ ୧॥
ବେଣୁନିନାଦଂ କାମୟାମି ମୋଦଂ
କର୍ଣୟୋଃ ମେ ଶ୍ରୁତିଧର
ଏହି ପ୍ରେମବାରିଧାର ।
ଶ୍ରୀପୁରୁଷୋତ୍ତମ ପାନୀୟମିଚ୍ଛାମି ତୃଷ୍ଣା ମମ ପରିହର ॥ ୨॥
ବଡଶଙ୍ଖଧାମ ବିରହାତୁରୋଶଂ
ଶ୍ରୀଗୁଣ୍ଡିଚା-ଦର୍ଶନେଚ୍ଛା
ସୁଲଲିତା ସୁବିଦିତା ।
ବଡଦାଣ୍ଡ-ଧୂଲିଃ ଶିରସି ଚନ୍ଦନଃ ପ୍ରସାଦେ ମେ ମନୋବାଞ୍ଛା ॥ ୩॥
ନୀଲଚକ୍ର-ଚାରୁ-ଲଲିତଂ କେତନଂ
ଶ୍ରୀମନ୍ଦିରଂ ସୁଶାସନଂ
ଭଜେଶଂ ଗରୁଡାସନଂ ।
ଚତୁର୍ଦ୍ଧାମଣ୍ଡଲି-ମଣ୍ଡିତ-କେଶବଂ ସଗଦ୍ଗଦଂ ରସାୟନମ୍ ॥ ୪॥
ଇତି ନନ୍ଦପ୍ରଦୀପ୍ତକୁମାରବିରଚିତଂ ଜଗନ୍ନାଥଗୀତାମୃତଂ ସମ୍ପୂର୍ଣମ୍ ।
Comments
Post a Comment