ଶ୍ରୀଜଗନ୍ନାଥସପ୍ତକଂ

 

ପ୍ରକାଶକାନ୍ତଚିନ୍ମୟଂ ପ୍ରସନ୍ନଦାରୁବିଗ୍ରହଂ

     ପ୍ରଫୁଲ୍ଲଫୁଲ୍ଲସୁନ୍ଦରଂ ପୁରୀପ୍ରମୋଦମନ୍ଦିରମ୍ ।

ବିଷାଣୁସଙ୍ଘଶୋଷିଣଂ ବିଶାଲବୈଦ୍ୟଘୋଷିନଂ

     ସହାସ୍ୟଗୋଲଲୋଚନଂ ମହାପ୍ରଭୁଂ ଭଜାମ୍ୟହମ୍ ॥ ୧॥


ପରମ୍ପରାବିମଣ୍ଡିତଂ ତଟେ ବଟେ ମଠେ ରତଂ

     ମହାପ୍ରସାଦମଜ୍ଜିତଂ ମହାନୁଭାବସଜ୍ଜିତମ୍ ।

ସୁବର୍ଣକୀର୍ଣନିର୍ଜିତଂ ସମନ୍ଦମନ୍ଦହାସିତଂ

     ପହଣ୍ଡିନୃତ୍ୟପଣ୍ଡିତଂ ଜଗଦ୍ଗୁରୁଂ ଭଜାମ୍ୟହମ୍ ॥ ୨॥


ତ୍ରିତାପପାପନାଶକଂ ତ୍ରିଧାତୁଦୋଷଘାତକଂ

     ସୁପଞ୍ଚଭୂତଶୋଧକଂ ବିଷାଣୁବେଗରୋଧକମ୍ ।

ନିତାନ୍ତଶାନ୍ତିଦାୟକଂ ମହାର୍ତିନାଶକାରକଂ

     ସଦା ଜଗତ୍ସୁରକ୍ଷକଂ ମହାପ୍ରଭୁଂ ଭଜାମ୍ୟହମ୍ ॥ ୩॥


ରଥେ କଦାପି ସତ୍ୱରଂ ବିଚିତ୍ରବୀର୍ୟ୍ୟମୀଶ୍ୱରଂ

     ମୁଖାରବିନ୍ଦସିନ୍ଦୂରଂ ସଗଦ୍ଗଦଂ ସୁଧାସରମ୍ ।

ମହାପୁରାଣସତ୍କରଂ ମହେଶ୍ୱରୀପୁରଃସରଂ

     ସଘୋଷହର୍ଷତତ୍ପରଂ ସଦାଶିବଂ ଭଜାମ୍ୟହମ୍ ॥ ୪॥


ନିବାସନୀଲପର୍ୱତଂ ପ୍ରଫୁଲ୍ଲପୀତସତ୍ପଟଂ

     ସମସ୍ତବୈଷ୍ଣବାଶ୍ରିତଂ ସମୁଦ୍ରକୂଲନିର୍ଜିତମ୍ ।

ନିତାନ୍ତଶାନ୍ତଚିଦ୍ଘନଂ ଘନାଘନପ୍ରଭାୟୁତଂ

     ନିୟନ୍ତୃରୋଗଭୌତିକଂ ଭିଷଗ୍ୱରଂ ଭଜାମ୍ୟହମ୍ ॥ ୫॥


ଗ୍ରହେଶଦର୍ପହାରିଣଂ ଖଗେଶୟାନଚାରିଣଂ

     ନୃଶଂସ-କଂସମର୍ଦନଂ ସମସ୍ତଗୋପଶାସନମ୍ ।

ସରାଗରାଧିକାଧବଂ କୃପାଲୁନୀଲମାଧବଂ

     ନବୀନୟୌବନୋଜ୍ୱଲଂ ଭଜେ ନିଚୋଲମୁଜ୍ଜ୍ୱଲମ୍ ॥ ୬॥


ନିୟୋଗଭୋଗଭକ୍ଷଣଂ ବିୟୋଗବେଗମର୍ଷଣଂ

     ସୁପୁଷ୍ପହାରଧାରିଣଂ ଚରାଚରସ୍ୟ ପାରିଣମ୍ ।

ସମନ୍ତ୍ରତନ୍ତ୍ରନାୟକଂ  ପ୍ରବୀଣବେଣୁବାଦକଂ

     ବିଷାଣୁମୁକ୍ତିଦାୟକଂ ଭଜେ ସୁଖପ୍ରଦାୟକମ୍ ॥ ୭॥


ଇତି ପ୍ରଦୀପ୍ତନନ୍ଦଶର୍ମବିରଚିତଂ ଶ୍ରୀଜଗନ୍ନାଥସପ୍ତକଂ ସମ୍ପୂର୍ଣମ୍ ।

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ये 15 मंत्र जो हर हिंदूओ और उनके बच्चों को सिखाना चाहिए

ଦେବଦୀପାବଳୀ